STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ପ୍ରେମ ତରୀ ...........

ପ୍ରେମ ତରୀ ...........

1 min
239

ମୋ ପ୍ରିୟାର କବରୀ

ରାଗ ଆଶାବରୀ 

ମୋ ପ୍ରିୟାର କୁନ୍ତଳ

ସ୍ୱପ୍ନର ଲହରୀ

ସ୍ୱପ୍ନର ସାଗରେ

ନିରନ୍ତର ବାହେ 

ମୋ ପ୍ରେମ ତରୀ

ମୁଁ ପ୍ରବାଳ ଦ୍ୱୀପର ଯାତ୍ରୀରେ

କାମନା ମୋ ଅସୁମାରୀ


ମୋ ପ୍ରିୟାର ଅଧରେ

ମହ୍ଲାର ପ୍ରୀତି

ଲାଜ ଲାଜ ଗାଲେ

ମିଠା ମିଠା ପ୍ରୀତି

ପହିଲି ପୁଲକେ

ଲାଗେ ଭାରି ଭୀତି

ସେହି ଭୀତି ମୋର

ବିଜନ ଜୀବନେ 

ଖାଲି ଶାମୁକାର ସ୍ମୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance