STORYMIRROR

Prasanna kumar sahu

Romance

2  

Prasanna kumar sahu

Romance

ପ୍ରେମ ସ୍ମୃତି ଝରେ

ପ୍ରେମ ସ୍ମୃତି ଝରେ

1 min
110

କଳମ ମୋର ଯେ

କଥା କହେ ବହୁ

ତୁମେ ଛାଡ଼ି ଯିବା ଦିନୁ,

ଲେଖଇ କବିତା

ସାଉଁଟି ହେ ସବୁ

ସ୍ମୃତି ଝରାଇଣ ମନୁ।


ପାକେଟରେ ଥିବା

କଳମ ଟି ପରା

ମନକୁ ବିବ୍ରତ କରେ,

ତୁମ ସହ ଥିବା

ପ୍ରେମ ସ୍ମୃତି ସବୁ

ତାହାରି ମୁନରୁ ଝରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance