Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Romance Others

3  

Gitanjali Pujapanda

Romance Others

ପ୍ରେମ ସାକ୍ଷୀ

ପ୍ରେମ ସାକ୍ଷୀ

1 min
209



ଏଇଦେଖ ଆକାଶରେ 

ଦୂର ଜହ୍ନଟି ତୁମକୁ ଦେଖୁଛି,

ଆଉ କଳଙ୍କିତ ଶରୀରରେ

ବିନିଦ୍ରା ରଜନୀ ପ୍ରୀତିର   

ମଲ୍ଲାର ଗାଉଛି ।

ଶୁଣିବ କି ତାକୁ ଟିକେ ଆଉ ଥରେ

ମନେପକେଇ ପାରିବ କି ??

ଆମରପୁରୁଣା ପ୍ରୀତିଝରା ସ୍ମୃତି ସବୁ

ନା....ନା ପାରିବନି 

ମତେ ଲାଗୁଛି ସେ ସବୁ ତୁମ

ମନରୁ କେବେ ଠାରୁ ମୋ ପାଇଁ

ଲିଭିଯାଇଛି ।

ଖାଲି ଯାହା ପ୍ରୀତି ପ୍ରେମ

ଦୁଇଟି ଅକ୍ଷରର ଶବ ପଡିରହିଛି,

ଆଉ ଜହ୍ନ... ଏଇ ଦୂର ଜହ୍ନ

ତାର ସାକ୍ଷୀ ସାଜି ମନ ଦୁଃଖ କରୁଛି।



Rate this content
Log in

Similar oriya poem from Romance