Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ପ୍ରେମ ସ୍ୱପ୍ନ

ପ୍ରେମ ସ୍ୱପ୍ନ

1 min
214



ପ୍ରେମ ଆଜି ମୋ ପାଇଁ ସ୍ୱପ୍ନ ହୋଇଛି

କାଲି ଯିଏ ଥିଲା ମୋ ପ୍ରେମିକା ଆଜି ପର କରିଛି ।


ପ୍ରେମ କରିବାକୁ ଇଚ୍ଛା ଯେବେ କରି ଥିଲି

ସୁନ୍ଦରୀ ପ୍ରିୟା ସାଥେ ମୋ ଭେଟ ହୋଇଥିଲି ।


ପ୍ରିୟା ମୋତେ ଏତେ ଭଲ ପାଉଥିଲା

ମୋ ଜୀବନ ରେ ସେ ଏକା କରିଦେଇ ଗଲା ।


ମୋ ପ୍ରିୟା କୁ ଆଜି ଝୁରି ହେଉ ଅଛି

ମୋ ପ୍ରିୟା ମୋ ଜୀବନ ରୁ ଦୁରେଇ ଯାଇଛି ।


କଥା ଦେଇ ଯାଇ ଥିଲା ସେ ବିଦେଶ କୁ ପଢିବାକୁ

ଆଉ ଆସିଲାନି କେବେ କିଏ ଛଡାଇ ନେଲା ପ୍ରିୟାକୁ ।


ବିଦେଶୀ ଟୋକାର ପ୍ରେମ ବନ୍ଧନ ରେ ସେ ପଡିଗଲା

ଚାକିରୀ କରି ସେ ତାକୁ ବିବାହ କଲା ।


ଦେଇ ଯାଇ ଥିଲା ସେ ମୋତେ ପ୍ରେମ ଚିଠି

ସେ ଚିଠି ରେ ଲେଖା ଥିଲା ପୁଣି ହୋଇବା ଏକାଠି ।


ଆଜି ମୋ ପ୍ରିୟାର ସ୍ମୃତିରେ ମୁ ଦିନ ରାତି ହଜି ଯାଉଛି

ମୋ ମନ ର ନାୟିକା କରି ଏବେ ବି ତା କଥା ଭାବୁଛି ।


Rate this content
Log in

Similar oriya poem from Abstract