STORYMIRROR

Khetrabasi Behera

Romance Others

4.5  

Khetrabasi Behera

Romance Others

ପ୍ରେମ ଋତୁ

ପ୍ରେମ ଋତୁ

1 min
203


ଆସି ଯାଇଛି ପ୍ରେମର ଋତୁ

ଝରିପଡ଼ୁ ତୁମର ପ୍ରେମ ମଧୁ ।

ତୁମେ ଆସିଲେ ବସନ୍ତ ଆସିବ

ତୁମେ ଚାଲିଲେ ପଦମ ଫୁଟିବ ।

ତୁମରି ପ୍ରଥମ ଛୁଆଁର ଛିଟା

ମନେ ଖେଳିଥିଲା ଅଜଣା ଘାଟା ।

କେବେ ଚାଲି ନଯାଉ ପ୍ରେମ ଋତୁ

ପ୍ରେମରେ ଲାଗି ନଯାଉ ଯେ ଶତ୍ରୁ ।

ତୁମେ ଯେ ଫେରିଲ ପ୍ରେମିକା ପରି

ଏ ଭଙ୍ଗା ହୃଦୟ ହେଲାଯେ ଘାରି ।।


Rate this content
Log in

Similar oriya poem from Romance