ସ୍ପର୍ଶ
ସ୍ପର୍ଶ
ସମୟର ଏକ ଚିହ୍ନା ବେଳାରେ
ପ୍ରିୟା ତୁମେ ଆସିଥିଲ
ବାଦଲର ଏକ ଥଣ୍ଡା ସ୍ପର୍ଶରେ
ପ୍ରିୟା ଛୁଈଁ ଚାଲିଗଲ ।
ସମୟର ଏକ ଚିହ୍ନା ବେଳାରେ
ପ୍ରିୟା ତୁମେ ଆସିଥିଲ
ବାଦଲର ଏକ ଥଣ୍ଡା ସ୍ପର୍ଶରେ
ପ୍ରିୟା ଛୁଈଁ ଚାଲିଗଲ ।