Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Khetrabasi Behera

Inspirational Children

4.0  

Khetrabasi Behera

Inspirational Children

ମା

ମା

1 min
271


ବିଶାଳ ହୃଦୟ ତା ମମତାରେ ଭରା 

ପିଲାଙ୍କ ପାଇଁ ସେ ଅମୃତର ଧାରା 

ପଣତରେ ସଦା ଘୋଡାଇ ରଖେ 

ପଡ଼ିବାକୁ ଦିଏ ନାହିଁ ଟିକେ ଖରା !


ରାତିରେ ଶୋଇଗଲେ ଉଠାଇ ଖୁଆଏ 

ଭୋରୁ ପୁଣି ନିଦରୁ ଉଠାଏ 

ଦିନଟି ଅମର କେମିତି କଟିବ 

ଭଗବାନ ପାଖେ ଶୁଭ ମନାସୁଥାଏ !


ସବୁ କଷ୍ଟ ନିଜେ ସହିଯାଏ 

ସବୁରି ହୃଦୟେ ହସ ଭରିଦିଏ 

ନିଜେ ନ ଖାଇ ପିଲାଙ୍କୁ ଖୁଆଏ 

ପିଲାଙ୍କ ଖୁସିରେ ନିଜେ ଖୁସି ହୁଏ !


             


Rate this content
Log in

Similar oriya poem from Inspirational