STORYMIRROR

Khetrabasi Behera

Romance Inspirational

3  

Khetrabasi Behera

Romance Inspirational

ସାଥି

ସାଥି

1 min
214

ହଁ 

ତୁମର ସେ ଛୋଟ ଛୋଟ ରାଗ ରୁଷାରେ 

ଯେ ମୋ ପାଇଁ କେତେ ପ୍ରେମ 

ଲୁଚି ରହିଛି ସେଟା କେଵଳ 

ମୁଁ ହିଁ ଜାଣିଛି ,

ଜାଣିବିନି କେମିତି ଯେ 

ତୁମକୁ ପରା ମୋ ଜୀବନ ବାଟର 

ସବୁଦିନିଆ ସାଥି ବୋଲି ମାନି ନେଇଛି ।।


Rate this content
Log in

Similar oriya poem from Romance