STORYMIRROR

Khetrabasi Behera

Romance Inspirational

2  

Khetrabasi Behera

Romance Inspirational

ହଜିଯିବି

ହଜିଯିବି

1 min
143

ଇଚ୍ଛା ହୁଏ ତୁମ ସହ ବର୍ଷାରେ ଭିଜିବାକୁ,

ତୁମେ ଅନୁଭବ କରିଥାନ୍ତ

ସେଇ ଛୋଟବଡ଼ ବର୍ଷା ବିନ୍ଦୁକୁ

ଆଉ ମୁଁ ଅନୁଭବ କରିଥାନ୍ତି ତୁମକୁ....


ଇଚ୍ଛା ହୁଏ...... ଇଚ୍ଛା ହୁଏ........


Rate this content
Log in

Similar oriya poem from Romance