STORYMIRROR

Khetrabasi Behera

Others

3  

Khetrabasi Behera

Others

ପଚାରି ପାରେନା

ପଚାରି ପାରେନା

1 min
165

   


ଫୁଲ ପଚାରେନା

       ଭଅଁର ଠିକଣା

କଇଁ ପଚାରେନା

       ଚନ୍ଦ୍ରମା ଠିକଣା

ପ୍ରେମ ପଚାରେନା

        ପ୍ରେମିକା ଠିକଣା

ନଦୀ ପଚାରେନା

         ସାଗର ଠିକଣା

ବଂଶୀ ପଚାରେନା

         ଗୋପୀଙ୍କ ଠିକଣା

ଟଙ୍କା ପଚାରେନା

         ଧନୀର ଠିକଣା

ଲୋଭ ପଚାରେନା

        ଲୋଭୀର ଠିକଣା

କ୍ରୋଧ ପଚାରେନା

        କ୍ରୋଧୀର ଠିକଣା

ମୃତ୍ୟୁ ପଚାରେନା

        କାଳର ଠିକଣା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍