STORYMIRROR

ସଂଜୟ କୁମାର ଦୀପ

Romance

2  

ସଂଜୟ କୁମାର ଦୀପ

Romance

ପ୍ରେମ ଋତୁ

ପ୍ରେମ ଋତୁ

1 min
106

ଫିକା ଫଗୁଣରେ ରଙ୍ଗ ମାଖିଛି

ଭିଜା ବସନ୍ତର ତାତି ।


ଓଦା ଆଖି ଲୁହେ ବତୁରି ଯାଉଛି

ଋତୁପର୍ଣ୍ଣାର ରାତି।


ବାସୀହୁଏ ପ୍ରେମ-ପ୍ରୀତି

ଶବଦ ବାଣରେ ଚକୋରୀ ଖୋଜୁଛି

ପ୍ରେମର ପ୍ରଣୟ ସାଥୀ।


Rate this content
Log in

Similar oriya poem from Romance