STORYMIRROR

Mamata Priyadarshini Sahu

Abstract

3  

Mamata Priyadarshini Sahu

Abstract

ପ୍ରେମ ର ଖେଳ

ପ୍ରେମ ର ଖେଳ

1 min
319

ପ୍ରେମ ତୁମେ ଚମତ୍କାରୀ

ବୟସକୁ ନେଇ ଖେଳ

ଏମିତି ଖେଳାଇ ଦିଅ ଯେ

କିଏ ଜାଣେ କିଏ ହାର

ଆଖି ଦୂରୁଶିଆ ସୁରରେ


ଅଜ୍ଞାନ ଯୁବକ ଭାସେ

ପ୍ରଗଲ୍ ଭ ସ୍ରୋତରେ

କୁଳ କିନାରା ନ ପାଇ

ଉବୁଟୁବୁ ହେଲା ବେଳେ

କେହି ଯେବେ ଉଦ୍ଧାରିଲେ

ସରଗର ପ୍ରେମ ଅଜାଡି ହୁଏ


ପ୍ରୌଢ ମନ ସ୍ଥିର କରେ

ସାଂସାରିକ ବୋଝରେ

ପ୍ରେମ ଭରା ସଂପର୍କ ରେ

ନିଜକୁ ବୁଝିବାରେ ଲାଗେ


ବୃଦ୍ଧାବସ୍ଥା ହଜିଯାଏ

ପ୍ରେମାପ୍ଲୁତ ସାଗରରେ

ଖୋଜି ବୁଲେ

ପ୍ରେମଧାରା ଅଲକ୍ଷ ସ୍ଥିତି ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu

Similar oriya poem from Abstract