STORYMIRROR

Baijayantimala Rout

Romance

2  

Baijayantimala Rout

Romance

ପ୍ରେମ ପିଆଲା

ପ୍ରେମ ପିଆଲା

1 min
224

ଦେଖି ମୁଁ ତୋହର ରୂପ ଯଉବନ

ପ୍ରେମେ ତୋର ପଡିଗଲି,

ପ୍ରେମର ପିଆଲା ପିଆଇ ଦେଇଛୁ

ନିଶାରେ ବେହାଲ ହେଲି

ହୃଦୟରେ ମୋର ତୋ ନାମ ଲେଖିଛି

ରଖିଛି ସାଇତି କରି,

ଟୁପୁରୁ ଟାପୁରୁ ମାଇପିଙ୍କ କଥା

କରେନା ମୁହିଁ ଖତିରି

ପ୍ରେମ କଢି ଟିଏ ଫୁଟିଛି ମୋ ମନେ

କେବେ ସେ ଫୁଲ ହୋଇବ,

ମନ ଉପବନୁ ତୋଳି ମୁଁ ଆଣିବି

ହୃଦୟେ ସାଇତା ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance