Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ପ୍ରେମ ପାରିଜାତ

ପ୍ରେମ ପାରିଜାତ

1 min
190



ପ୍ରେମ ଯେ ଅଟଇ ପାରିଜାତ ପରି

ପ୍ରବାହିତ କରି ସୁଗନ୍ଧ ମାଧୁରୀ ।

ପ୍ରେମିକ ପ୍ରେମିକା ମନ ନିଏ ହରି

ପ୍ରେମ ଦେଖେ ନାହିଁ ରୂପ , ଯଉବନ

ପାରିଜାତ ପରି ଭାବ ଆକର୍ଷଣ ।

ପ୍ରାଣ ରେ ତୋଳଇ ମଧୁର ମୂର୍ଚ୍ଛନା 

ପ୍ରଣୟ ମାଧୁରୀ କରଇ ଉନ୍ମନା ।

ପ୍ରେମ ଅଲୌକିକ ଭାବ ଉନ୍ମାଦନା

ପ୍ରେମ ପାରିଜାତ ସୁଦିବ୍ୟ ଚେତନା ।

ପୂର୍ଣ୍ଣ ନିବେଦନ ଦିଏ ନିତ୍ୟେ ଭରି

ପ୍ରୀତି ମୟୀତl ରେ ଚିତ୍ତ ନିଏ ହରି ।

ପ୍ରେମ ପାରିଜାତ ଗନ୍ଧେ ପ୍ରାଣ ମନ

ପୁଲକିତ ହୁଏ ନିତି ପ୍ରତି କ୍ଷଣ ।

ପ୍ରେମ ସତ୍ୟ , ପ୍ରେମ ଅଟଇ ଶାଶ୍ବତ

 ପାରିଜାତ ପରି ଦିଶେ କାନ୍ତି ମନ୍ତ ।



Rate this content
Log in

Similar oriya poem from Romance