STORYMIRROR

bebismita kar

Romance

3  

bebismita kar

Romance

ପ୍ରେମ ନାଁ ଆଉ କଣ

ପ୍ରେମ ନାଁ ଆଉ କଣ

1 min
100

ବୟସ ତାହାର ହେବ ଷୋଳ କି ସତର

ଢାଳି ହେଇ ଯାଏ ଦେହେ କେତେ ରକମ ଅତର l


ପାଦରେ ସେ ନାଇ ଥାଏ ବାଜେଣୀ ନୂପୁର

ହାତରେ ତା ଚୁଡି ବାଜେ ସତେ ସାତ ସୁର l


ଚାଲିଯାଏ ଯେବେ ଆମ ଦୁଆରକୁ ଡେଇଁ

ଚାହିଁ ରହିଥାଏ ତାକୁ କଣେଇ କଣେଇ l


ଗଭାରେ ତା ଶୋଭା ପାଏ ଗଜରାର ହାର

ଦେଖିବାକୁ ଚାହେଁ ମନ ତାକୁ ବାରବାର l


ଇଏ କଣ ପ୍ରେମ ନାଁ ଏ ମନର ଚଞ୍ଚଳ

ପାଗଳ କରିଚି ତାର ଆଖିର କଜଳ l



Rate this content
Log in

Similar oriya poem from Romance