Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Others

4  

Chittaranjan Nanda

Romance Others

ପ୍ରେମ କଣ, ଏକ ତୃଷା...?

ପ୍ରେମ କଣ, ଏକ ତୃଷା...?

1 min
391



ଅଭିସାରିକା ସାଜି ନାରୀଟିଏ,

ନୟନରେ ନୟନ ମିଶାଇବାର ମନ,

ଅପେକ୍ଷାରତ,

ହୋଇ ମତୁଆଲା,

ତନ୍ଦ୍ରା-ବିଭୋର,

ଆଲିଙ୍ଗନର କାମନା,

ଓଠରେ ଓଠ ମିଶାଇବାର ଶିହରିତ ବାସନା,

ଉନ୍ମୁକ୍ତ ଛାତିରେ ଏକାଠି ହେବାର କଳ୍ପନା |


ମୋ ଭାଷାରେ,

ତାହା ନିଜ ଅନ୍ତରକୁ

ଅନ୍ୟର ଅନ୍ତର ସହିତ

ଆତ୍ମ ବିଲୀନତାର

ସମର୍ପିତ ଭାଷା,

ଅନନ୍ତ ଅସୀମ,

ଘନତ୍ୱ ଅକଳନୀୟ,

ବିସର୍ଜିତା

ଜୀବନର ଅନ୍ତ

ମୃତ୍ୟୁ ପରେ ଜଡ଼ତ୍ୱ ପର୍ଯ୍ୟନ୍ତ |



Rate this content
Log in

Similar oriya poem from Romance