STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପ୍ରେମ କେବେ ପାପ ନୁହେଁ

ପ୍ରେମ କେବେ ପାପ ନୁହେଁ

1 min
229


ପ୍ରେମ କେବେ ପାପ ନୁହେଁ

ପ୍ରେମ ଶାଶ୍ବତ ଚିରନ୍ତନ

ପ୍ରେମ ବଳରେ ହୋଇ ଥାଏ

ଇଶ୍ଵରଙ୍କ ସହ ସଂଯୋଗ

   ସ୍ଥାପନ

ପ୍ରେମ ଅମୃତ ସୁଧାମୟ

ଏକ ଚୀରସ୍ରୋତା

 ସ୍ରୋତସ୍ବିନୀର ଧାର

ପୂଣ୍ୟତୋୟା ଗଙ୍ଗାର

  ପ୍ରବାହ  

ପ୍ରେମର ସାଗର ଅଥଳ

ଅମାପ ତା ଭିତରେ ବୁଡି

ରହିବା ପାପ ନୁହଁ

ହୋଇ ଥାଏ ନୈସର୍ଗିକର

ଇଶ୍ଵରଙ୍କ ଉପଲୋବଧି

ଭାତୃପ୍ରେମ ମାତୃପ୍ରେମ

ପାରିବାରିକ ବନ୍ଧୁ ବାନ୍ଧବଙ୍କ

ପ୍ରେମ ସମସ୍ତଙ୍କ ଉର୍ଦ୍ଧରେ

 ଅନାବିଳ ପ୍ରେମର ସତ୍ତା

ସେହ୍ନ ମମତାର ବନ୍ଧନ

କେବେ ବି ପାପ ନୁହଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational