Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ପ୍ରେମ ଚୁମ୍ବନ

ପ୍ରେମ ଚୁମ୍ବନ

1 min
252



ବେଳ ଆସିଛି ଦିଅ ସାଥି ତୁମ ଚୁମ୍ବନ

ପ୍ରେମ କରିବା ଦୁହିଁ ଙ୍କ ହେବ ମିଳନ

ଚୁମ୍ବନ ରେ ମୋର ମନ ମୋହି ନିଅ

ତୁମ ଅଧରର ମିଠା ସ୍ପର୍ଶ ଦେଇ ଯାଅ

ସେ ଚୁମ୍ବନରେ ହରସ ହୋଇବି ତୁମ ପାଇଁ

ଆସ ସାଥି ପାଖକୁ ଡେରି କର ନାହିଁ

କେତେ ମନ ଛୁଆଁ ତୁମରି ଏ ଚୁମ୍ବନ

ରହି ଯାଉ ତୁମ ସ୍ଵର୍ସର ଅପୂର୍ବ ଚିହ୍ନ

ଚୁମ୍ବନ ଦେଇ ନିଜର ତୁମେ କରି ଥିବ

ପ୍ରେମ ଚୁମ୍ବନ କୁ ଦେଇ ମନରେ ରହିବ ।


Rate this content
Log in

Similar oriya poem from Inspirational