STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରେମ ଚଢେଇ

ପ୍ରେମ ଚଢେଇ

1 min
116

ତୃଷ୍ଣା ଆଉ ବିତୃଷ୍ନାର

ଘୃଣା ଅନ୍ଧକାରେ

ଶୁଖା ମନ

ମଲା ସପନ

ଆଉ

ବିନା ହୃଦୟରେ

ନିରାଶାର ଝଡ଼ରେ

ଅସହାୟ ହୋଇ

ବିଚଳିତ ହୋଇ

ହାରିଯାଇ

ରୁଷିଯାଇ

ମନକୁ ମାରି

ମରି ମରି ଜିଉଁଥିଲି


ପ୍ରେମ ଚଢେଇ

ଆସିଲା ଡେଣା ମେଲାଇ

ପ୍ରେମ ରଙ୍ଗରେ ତାର

ମୋତେ ଦେଲା ରଙ୍ଗେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract