STORYMIRROR

JITURAM SAHU

Romance

3  

JITURAM SAHU

Romance

ପ୍ରେମ ଚଢେଇ

ପ୍ରେମ ଚଢେଇ

1 min
173

ମୋ ମୁହଁ ଚାହିଁଲେ 

           ତୋ ମୁହଁ ଦିଶେ ,

ମୋ କଥା ଭାବିଲେ

           ତୋ କଥା ଆସେ ।

   ଗାଁ ସହରେ ସବୁଠି ମିଳେ ।୧।


ମୋ ମନର ତୁ ମାନସୀ

          ତୋ ମନର ମୁଁ ରୂପସୀ ,

ମୋ ସପନର ତୁ ରାଜକୁମାରୀ

          ତୋ ସପନର ମୁଁ ଅସୁମାରୀ ।

   ମନକୁ ମୋର ତୁ ନେଇଛୁ କିଣି ।୨।


ମୋ ହୃଦୟର ଘରେ ତୁ ବାସ କରିଛୁ ,

        ହୃଦୟ ମୋର ଭଲ ପାଉଛି ତୋତେ

 ମୋ ପ୍ରେମ ଚଢେଇ ଡେଣା ମେଲାଇ 

     ଖୋଜୁଛି ତୋତେ, ଖୋଜେରେ ତୋତେ ।।

   ଖୋଜୁଛି ତୋତେ......।୩।

        

          


Rate this content
Log in

Similar oriya poem from Romance