Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITURAM SAHU

Inspirational

4.1  

JITURAM SAHU

Inspirational

ମଣିଷର ପରିଚୟ

ମଣିଷର ପରିଚୟ

1 min
204


ବେଳେବେଳେ ଭାବେ ମୁଁ,

ଝୁଣ୍ଟିକି ପଡିଯିବା ବହୁତ ଭଲ

ନିଜର ପରିଚୟ ଜଣାପଡ଼ିଥାଏ ।

ଯେତେବେଳେ ହାତ ଉଠାଇବା

ନିଜର କେହି ହାତ ଦେଉଅଛି କି ନାହିଁ

ତାହା ଆପେ ଆପେ ଜଣା ପଡ଼ିଯାଏ ।

ସତ କହୁଥିବା ଲୋକକୁ କେହି

ଶୀଘ୍ରତା ବିଶ୍ୱାସ କରନ୍ତି ନାହିଁ ।

ମିଛ କହି ପ୍ରଶଂସା କରୁଥିବା ଲୋକକୁ

ଶିଘ୍ର ବିଶ୍ୱାସ କରିଯାଆନ୍ତି ।

ଏଠି କେହି ନୁହେଁ କାହାର

ସମସ୍ତେ ନିଜ ନିଜର ।

ଅନ୍ୟକୁ ଦେଖିଲେ ସଭିଏଁ

କରନ୍ତି ଅନାଦର ।

ଶିଖୁ ଅଛି ମୁଁ ଏବେ ମଧ୍ୟ

ମଣିଷମାନଙ୍କ ପଢ଼ିବାର ଅଭିଜ୍ଞତାକୁ,

ଶୁଣିଅଛି ମୁଁ ଯେ ମୁହଁରେ

ବହିରୁ ଅଧିକ ଲେଖା ହୋଇଅଛି ତା' କଳାକୁ ।



Rate this content
Log in

Similar oriya poem from Inspirational