STORYMIRROR

JITURAM SAHU

Inspirational

3  

JITURAM SAHU

Inspirational

ଅଜାଣତ

ଅଜାଣତ

1 min
46

ମୁ ଜାଣିନୀ କବିତା ଲେଖି

ହେଲେ ଲେଖି ମୁ ଦେଇଛି

ଆଜି ମୋର ଗୋଟେ ଭୁଲ ଲେଖା ପାଇଁ

ଦୋଷୀ ମୁ ସାଜିଛି ।।

ଜାଣିନୀ ମୁ କବିତା

କେମିତି ତା ରୂପ ଭାଷା

ମନର ଆବେଗ ଡାକେ ବାରମ୍ବାର

ଲେଖି ଥରେ ଭରି ଦେ ଆଶା ।।

ଶବ୍ଦର ସରଂଚନା

ନୁହେଁ ଏକାଭଳି ଜାଣେ

ହେଲେ କବିତା ଲେଖାରେ ଏତେ ଭରିଅଛି

ଶବ୍ଦ ଆଜି ମୁ ଜାଣେ ।।

କବିତା ଲେଖାରେ

ଭୁଲ ମୋର କଣ ଲେଖା ଥିଲା

ଆଜି ସେ ପଦଟିଏ କବିତା

ମନରେ ସଜାଗ ଜଗେଇଦେଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational