STORYMIRROR

JITURAM SAHU

Inspirational

3  

JITURAM SAHU

Inspirational

ରାମ କୃଷ୍ଣ ନାମ ସାର

ରାମ କୃଷ୍ଣ ନାମ ସାର

1 min
304

ଦେଖି ତୋ ନୟନ

        ହେଲି ମୁଁ ମଉନ ।

ଭଜୁଥାରେ ମୁଢ ମନ

      ହରେ କୃଷ୍ଣ ହରେ ରାମ ।।

ଏ ପାପ ସଂସାରୁ 

       ହେବୁ ଯଦି ପାର

ରାମ,କୃଷ୍ଣ ନାମ ଏକା

       ଏ ଦୁନିଆରେ ସାର ।।

ପାଇଛ ଯଦିରେ

         ମଣିଷ ଜନମ 

କରିଯାଅରେ କିଛି

        ଦୁନିଆରେ ମହତ କାମ 

ଯୁଗ ଯୁଗକୁ ରହି ଆସୁଥିବ

          ତୋର ଯଶ କୀର୍ତ୍ତିନାମ ।।

ଭଜୁଥାରେ ମୁଢମନ

       ହରେ କୃଷ୍ଣ ହରେ ରାମ

ଏ ଦୁନିଆରେ ଏକା

      ରାମ,କୃଷ୍ଣ ନାମ ସାର ।।



Rate this content
Log in

Similar oriya poem from Inspirational