STORYMIRROR

Prakash Majhi

Drama Romance

3  

Prakash Majhi

Drama Romance

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
253

ସାତଜନ୍ମର ସାଥୀ ତୁମେ ମୋର ଆଶାର ଆଲୋକ ପଥ

ତୁମବିିିନା ସବୁ ଫିକାଫିକା ଏଠି ଯେମିତି ସଂସାର ରଥ ।

ତୁମେ ମୋ ଜୀବନ ସବୁଜ ସପନ ପ୍ରେମର ପ୍ରଥମ ଖେଳ

ଆଖିରେ ଭରିଛ ସ୍ମୃତିର ସାଗର ଅୟୁତ ଯୁଗର ବଳ ।


ଭାବମୟ ତୁମେ ମନର ବସନ୍ତ ସୁରିିଲା ଗୀତର ସ୍ୱର

ତୁମକୁ ଛୁଇଁଲେ ଫୁଲର ସହରେ ହଜେ ମୁୁଁ ବାରମ୍ବ୍ଵାର।

ଯେତେ କହୁଥିଲେ ଆହୁରି ଅବୁଝା ଓଠର ଅକୁହା କଥା

ହୃଦୟରେ ଘର ଆଜିବି ତୁମର ନୁହେଁସେ ଅଜଣା ବ୍ୟଥା।


ଆକାଶରୁ ମାଟି ସବୁୁୁଠି ତୁମରିି ଚିରନ୍ତନ ଭାବ ଚିହ୍ନ

ପ୍ରିୟରୁ ପବିିତ୍ର ତୁମେତ ନିଜର ଅଭୁୁଲା ପ୍ରୀତିର ଦିନ।

ତୁମେତ ଆରମ୍ଭ କୋଟିଏ ବିିିଶ୍ଵ।ସ ହସର ଝରଣା ନଈ

କେତେରସ ଝରେ ଏଇଠି ଅଦିନେ ଯାହାର ଶେଷହିଁ ନାହିଁ।


ଅତୁଟ ଏ ପ୍ରେମ ବନ୍ଧନ ଆମର ଅମର ରାସର ରାତ

ସମୟର ଡୋରିି ଗଢ଼ିଛି ସମ୍ପର୍କ ନହେଉ କଳ୍ପନା ଇତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama