Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Abstract Others

4.5  

Sanjukta Padhi

Abstract Others

ପ୍ରେମ ବାହାନା

ପ୍ରେମ ବାହାନା

1 min
261



ହୁଏତ ଆଜି ଆଖି ଖୋଲିଗଲା

ମୋ ତମାମ ଦିନ ସବୁ

ଏମିତି କଟୁ କଟୁ ବଞ୍ଚିଗଲା

ମୁଁ ନୁହେଁ ଆଉ ମୋର

ତଥାପି ଚାହିଁଲି ମୁଁ

ହେବାପାଇଁ ଆଉ କାହାର ।

ସତରେ ଯଦି ଥାଆନ୍ତା

ପ୍ରେମର ପରିଭାଷା

ଆଜି ଦମ୍ପତି ଜୁଇରେ

ଜଳୁ ନ ଥାଆନ୍ତା ।

ଏହି ଆକ୍ଷରିକ ଶବ୍ଦର

କ୍ରୀତଦାସ ସାଜେ ମଣିଷ

ହଇଚଇ ପଡେ ଏଠି

ଅନ୍ଧ ସାଜି ସେ

ସର୍ଵସ୍ୱ ତ୍ୟାଗ କରେ

କିଛି ଵି ନ ଥାଏ

ଜରାଜୀର୍ଣ୍ଣ ବେଳରେ ।।


Rate this content
Log in

Similar oriya poem from Abstract