STORYMIRROR

Manaswinee Dash

Romance Tragedy

2  

Manaswinee Dash

Romance Tragedy

ପ୍ରେମ ଅପାସୋରା

ପ୍ରେମ ଅପାସୋରା

1 min
6

ଆଜି ବି ମନେ ଅଛି ମୋର ସେହି ବଣଭୋଜି ଦିନ, 

ଡାକିନେଇଥିଲ ମୋତେ ସେହି ବରଗଛ ତଳକୁ, 

ଆଶ୍ଚର୍ଯ୍ୟାନ୍ୱିତ ଭାବରେ କରିଦେଲ ପ୍ରେମ ନିବେଦନ, 

ଲାଜେଇ ମୁଁ ମୁନ୍ଡ ହଲେଇ ସ୍ବିକାରୋକ୍ତି ଦେଲି ତୁମକୁ, 

ଆବଦ୍ଧ କରିନେଲା ତୁମ ବାହୁ ବନ୍ଧନ, 

ଅଭୁଲା ମୁହୁର୍ତ୍ତ ଯୁଗ ଯୁଗକୁ। 

ପ୍ରେମ ଗାଡି ଚାଲିଲା ଆଗକୁ ଆଗକୁ, 

ଜୀବନଟା ଲାଗୁଥିଲା ପିରତି ଭରା, 

ହେଲେ ସାମାନ୍ଯ ଥଟ୍ଟା ଭାଙ୍ଗିଗଲା ଆମ ପ୍ରେମକୁ, 

ହେଲେ ରହିଗଲା କେତେ ସ୍ମୃତି ଅପାସୋରା, 

ଜୀବନରେ ଯେଉଁ ପ୍ରେମ ଦେଇଥିଲି ତୁମକୁ, 

ରହିଗଲା ତୁମ ବିନା ହୋଇ ଅଧୁରା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance