STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ- ୬

ପ୍ରେମ- ୬

1 min
168

ଟିକିଏ ପ୍ରେମ ନିଅ

ଟିକିଏ ପ୍ରେମ ଦିଅ

ସେ ପ୍ରେମକୁ ଗାଢ଼କରି ମିଶେଇ

ବାଣ୍ଟିଦିଅ ସଭିଙ୍କ ମନରେ

ସେ ମନରୁ

ଲିଭିଯାଉ ଦ୍ଵନ୍ଦ୍ୱ

ଦୂରହେଉ ଦ୍ୱେଷ

ଲିଭିଯାଉ କଳହ

ଦୂରହେଉ ଅଶାନ୍ତ

ବଞ୍ଚିରହୁ ପ୍ରେମ

ପ୍ରେମମୟ ହେଉ

ସାରା ଜଗତ ... ସାରା ଜଗତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract