STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ- ୫

ପ୍ରେମ- ୫

1 min
93

ପ୍ରେମ ଓ ମୃତ୍ୟୁ ଏକା ପରିକା

ପ୍ରେମ ଚୋରୀକରେ ମନ

ମୃତ୍ୟୁ ସ୍ପନ୍ଦନ

ପ୍ରେମ ବଳିଦାନ

ମୃତ୍ୟୁ ଶାଶ୍ଵତ ଚିରନ୍ତନ

ପ୍ରେମ ଦିଏ ନୂଆ ଜୀବନ

ବଞ୍ଚିବାର ଅମ୍ଳାନ ମୂହୁର୍ତ୍ତମାନ

ମୃତ୍ୟୁ ଜୀବନର ଶେଷ ସୋପାନ

କହିଯାଏ ବଞ୍ଚିବାର ଲକ୍ଷ କଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract