STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ- ୪

ପ୍ରେମ- ୪

1 min
3.2K

ତମେ କହିଲ -

ସମର୍ପଣ ହିଁ ପ୍ରେମ

ସଦ୍ ଭାବନା ହିଁ ପ୍ରେମ

ନମନୀୟତା ହିଁ ପ୍ରେମ


ସେବଠୁ

ସମର୍ପଣ ହିଁ ସର୍ବସ୍ବ

ସଦ୍ ଭାବନା ହିଁ ନିଜତ୍ବ

ନମନୀୟତା ହିଁ ନିଜର


ଦେଖ

ପ୍ରେମ ନୁହଁ

ମୋ ହାତ ଗଢା ପୃଥିବୀଟା

ବାସ୍ନାମୟ... ବାସ୍ନାମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract