STORYMIRROR

Amitav Sahu

Romance

2  

Amitav Sahu

Romance

ପ୍ରେମ - ୨

ପ୍ରେମ - ୨

1 min
150

ତମେ କହିଲ -

ସାଧୁତା ହିଁ ପ୍ରେମ

ସଂଯମତା ହିଁ ପ୍ରେମ

ସହନଶୀଳତା ହିଁ ପ୍ରେମ


ସେବଠୁ

ମୁଁ ସାଧୁତାରେ ଜୀଇଁବା ଶିଖିଲି

ସଂଯମତା ରେ କଥା କହିଲି

ନିଜକୁ ଟାଣ କଲି ସହନଶୀଳତାରେ


ଦେଖ

ମୁଁ ପ୍ରେମ ନୁହଁ

ନିଜ ଭିତରେ ନିଜକୁ ପାଇଲି

ମହାନ୍ ହେଲି... ମହାନ୍ ହେଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance