STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ - ୧୯

ପ୍ରେମ - ୧୯

1 min
3.3K

ପ୍ରେମ କହିଲେ ଜୀବନ

ଜୀବନ କହିଲେ ପ୍ରେମ

ହୁଏତ ପ୍ରେମ ହେଇପାରେ

ସାରା ଜୀବିତ

ହେଲେ ଜୀବନର ତ ମୃତ୍ୟୁ ଥାଏ

ଏକଥା ବି ସତ

କିନ୍ତୁ ମନେରଖ

ଶାଶ୍ବତର ପ୍ରେମ ହିଁ ଜୀବନକୁ

କରି ରଖେ ଜନ୍ମ ଜନ୍ମ ପାଇଁ ଜୀବିତ


ଯୋଉ ଜୀବନ ଭିତରେ ପ୍ରେମ ନଥାଏ

ସେ ଜୀବନ କ'ଣ ଜୀବନ

ଯୋଉ ପ୍ରେମ ଭିତରେ ଜୀବନ ନଥାଏ

ସେ ପ୍ରେମ କ'ଣ ପ୍ରେମ


ତେଣୁ ଜୀବନ ହେଉ ଜୀବିତ

ପ୍ରେମ ହେଉ ଶାଶ୍ବତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract