STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ- ୧୮

ପ୍ରେମ- ୧୮

1 min
107

ପ୍ରେମ ନୁହେଁ ଜଟିଳ ଶବ୍ଦଟିଏ

ଯାହାକୁ ଖୋଜିବାକୁ ହେବ

କେଉଁ ଏକ ଅଜଣା ଅଭିଧାନରେ

ପ୍ରେମ ସାଧାରଣ ଶବ୍ଦଟିଏ

ଯେତେ ଶୀତଳ

ସେତେ ଉତ୍ତପ୍ତ

ଯେତେ ତରଳ

ସେତେ କଠିନ

ଯେତେ ସହଜ

ସେତେ ଜଟିଳ

ତାକୁ ବୁଝିବାକୁ ହେଲେ

ତାକୁ ଭୋଗିବାକୁ ହେଲେ

ଲୋଡା କେବଳ

ସରଳ ହୃଦୟଟେ

ନିଷ୍କପଟ ମନଟେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract