STORYMIRROR

Abismita Mishra

Abstract

4  

Abismita Mishra

Abstract

ମୋ ଜଗନ୍ନାଥ

ମୋ ଜଗନ୍ନାଥ

1 min
264

କଳା ଠାକୁର ତାଙ୍କରି ନା

ସବୁ ଠୁ ସୁନ୍ଦର ମୋହରି କାହ୍ନା

ମୋ କାହ୍ନୁ ଡାକ ଟା କେଡେ ମଧୁର

ତା ବଂଶୀ ସ୍ଵର ଜୀବନ ମୋର l


କଳା ଦେହ ତାର ଖିଲିଖିଲି ହସ

ମନମୁଗ୍ଧ ହୋଇଯାଏ ଦେଖି ଦେଲେ ତା ବେଶ

ସବୁ ଠାରୁ ପ୍ରିୟ ତାହାର

କ୍ଷୀର ସର ଲହୁଣୀ,

ପ୍ରେମ ରେ ପାଗଳ ହେଇ

ହେଲିଣି ମୁଁ ବାୟାଣୀ

ଆଖି ଆଗେ ନାଚି ଯାଏ ମୁହଁ ତାର

ମନ ମୋର ଝୁରି ହୁଏ ତା ବଂଶୀ ସ୍ଵର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract