Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Others

2  

Abismita Mishra

Others

ଭାଗ ୫

ଭାଗ ୫

1 min
201


ପ୍ରଥମେ ପ୍ରଥମେ ଟିକେ ଟିକେ କଥା

କଥା ଥିଲା ରାଜ କୁମାର ର ବହୁତ୍ ମିଠା

ରାଜକୁମାର ଙ୍କ କଥା ଶୁଣିବା କୁ ରାଣୀ ହୁଏ ପାଗିଳି

କଥା ହେବା ପାଇଁ ସବୁ ଦିନେ କରୁଥାଏ ଯେ ଅଳୀ ।


ଅଝଟ ସବୁ ସହି ଯାଏ ତା ରାଜକୁମାର

ସବୁ ଠୁ ରାଣୀ ର ପ୍ରିୟ ରାଜକୁମାର

ରାଜକୁମାର ସ୍ଵର ବହୁତ୍ ମଧୁର

ରାଣୀ ର ଜିବନ ସେ ହିରୋ ତା ସ୍ପନ୍ଦନର ।


Rate this content
Log in