STORYMIRROR

Abismita Mishra

Others

3  

Abismita Mishra

Others

ସତ ପ୍ରେମ କାହାଣୀ

ସତ ପ୍ରେମ କାହାଣୀ

1 min
190

ମନ ଦେଇ ଶୁଣ କହୁଛି ତୁମକୁ

କାହାଣୀ ଆମ ସତ ପ୍ରେମର

ଗୋଟେ ରାଜା ଆଉ ଗୋଟେ ତ ରାଣୀର

ରାଣୀ ଥିଲା ବହୁ ଦୁରରେ

ରାଜା ଝୁରୁଥିଲା ଦୁଃଖ ସୁଖରେ

ଭଗବାନଙ୍କ ହେଲା ଚମତ୍କାର

ରାଣୀ ଶହ ସମ୍ପର୍କ ଯୋଡ଼ି ହେଲା ସେ ରାଜାର

ରାଜା ଡାକେ ତ ରାଣୀକୁ ପାଗିଳି

ରାଣୀ ଡାକେ ତାଙ୍କୁ ପାଗଳ

ପ୍ରେମ ତାଙ୍କର ସତ ପ୍ରେମ

ସେଥିରେ ନାହିଁ ଟିକିଏ ଛଳ ।


Rate this content
Log in