Abismita Mishra
Others
ଜଣେ ହୃଦୟ ହେଲେ ଜଣେ ସ୍ପନ୍ଦନ
ଜଣେ ଆଖି ହେଲେ ଜଣେ ସପନ
ଜଣେ ଶରୀର କୁ ଜଣେ ଆତ୍ମା
ଦୁହି ଙ୍କ ଯୋଡ଼ି ଗଢିଛି ପରମାତ୍ମା l
ପ୍ରେମ ତାଙ୍କ ର ଏତେ ଗଭୀର
ସତେ ଯେମିତ ନଈ ନୁହଁ ସାଗର
ପ୍ରେମ ରେ ଟିକିଏ ଛଳନା ନାହିଁ
ଦୁହିଁଙ୍କ ଦୁନିଆଁ ଦୁହିଁ ଙ୍କ ପାଇଁ l
ମୋ ଜଗନ୍ନାଥ
ଭାଗ ୫
part-4
part-3
Part 2
ସତ ପ୍ରେମ କାହା...
ପ୍ରେମରେ ପ୍ରେମ...