STORYMIRROR

Abismita Mishra

Inspirational

2  

Abismita Mishra

Inspirational

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
73

ପ୍ରେମ ମାନେ ନୁହଁ ପ୍ରତାରଣା ଏଠି

ପ୍ରେମ ଏକ ଅନୁଭୁତି

ପ୍ରେମ କରି କେହି ଦୁଃଖୀ ହୁଏ ଏଠି

ପ୍ରେମ ଦିଏ ଏଠି ଶାନ୍ତି ।


ପ୍ରେମ ବାଟ ଫୁଲଭରା କାହା ପାଇଁ

କାହା ପାଇଁ କଣ୍ଟକିତ

ପ୍ରେମ କରି ଏଠି କିଏ ହସୁଥାଏ

ଆଉ କେହି ପୁଣି ଦୁଃଖିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational