STORYMIRROR

Abismita Mishra

Others

3  

Abismita Mishra

Others

Part 2

Part 2

1 min
193

ପ୍ରେମ ତାଙ୍କର ନିଆରା ଭାରି

 କେହି ତାଙ୍କ ଶହ ହେବେନି ସରି

କେହି କାହାକୁ ରହି ପାରିବେନି ଛାଡି

 ଉପର ବାଲା ଗଢିଛି ତାଙ୍କରି ଯୋଡ଼ି ।


ଦୁହିଁଙ୍କ କଥା କଣ କହିବି

 ଜଣେ ଜଣଙ୍କ ର ଅଟନ୍ତି ଛାଇ

ଜଣେ ହୀରା ହେଲେ ଅନ୍ୟଟି ମୋତି

ଭାରି ସୁନ୍ଦର ତାଙ୍କ ର ପ୍ରିତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍