STORYMIRROR

Abismita Mishra

Others

3  

Abismita Mishra

Others

part-3

part-3

1 min
197

ପ୍ରଥମେ ପ୍ରଥମେ ବନ୍ଧୁତା

  ତା ପରେ ପ୍ରେମ ଅଳ୍ପ ଅଳ୍ପ

ତା ପରେ ମନ ଦିଆ ନିଆ

   ଟିକେ ଟିକେ ବଢିଲା ତାଙ୍କର ଗଳ୍ପ


ପ୍ରେମ ର ପହିଲି ଫଗୁଣ

  ପ୍ରୀତି ର ପହିଲି ଛିଟ

ଭଲ ପାଇବା ଟା ଭାରି ଭଲ ଲାଗେ

 ମିଠା ଲାଗେ ପୁଣି ତାହାର କଷ୍ଟ

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍