STORYMIRROR

Amitav Sahu

Romance

3  

Amitav Sahu

Romance

ପ୍ରେମ- ୧୫

ପ୍ରେମ- ୧୫

1 min
217

ଜଣାନଥିଲା ପ୍ରେମରେ

ଫୋଡିହେଇଯାଏ ପାଦ

କଟିଯାଏ ହାତ

ଜଳିଯାଏ ମନ ।


ପ୍ରେମ ଅଦୃଶ୍ୟ କଣ୍ଟାଟିଏ

ନିରବତାର ଧାରୁଆ ଅସ୍ତ୍ରଟେ

ଲିଭିସାରିଥିବା ପାଉଁଶ ତଳର

ଜୀବନ୍ତ ଝୁଲଟେ ।


ସାବଧାନ ଥିବ

କିଏ ଜାଣେ କେତେ ବେଳେ

ଏ ବିପଦ ତମ ଆଡକୁ ମାଡି ନ ଆସିବ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance