STORYMIRROR

Gajendra Kumar sethy

Abstract

3  

Gajendra Kumar sethy

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
212

କ୍ଷଣିକ ଜୀବନ ଅଳିକ ଯୌବନ

ଏତିକି ବୁୁୁୁୁଝିଲି ନାହିଁ

ପାପ ପରେ ପାପ କରି ମୁଁଁ ଚାଲିଲିିିିିିିିିି

କି ଭୁଲ୍ କରିିବି ମୁହିଁ ।

କିଏବା କରିବ ମୋର ପ୍ରାୟଶ୍ଚିତ

କିଏ ଅବା ଦେବ କ୍ଷମା

ପାପର ସେର ମୋ ପୁୁୁରିିିିତ ଯାଇଛି

ମୃତ୍ୟୁ ଦଣ୍ଡ ମୋର ସିନା ।

ବାମ ହାତ ପାପ ଡାହାଣ ନିଏନି

ମୁଁ' ଜାଣିିିଛି ମୁହିଁ

ତଥାପି ଲୋଭ ମୋ ସାରି ଦେଲା ମୋତେ

ସେ କଥା ଭାବିଲି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract