STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ପ୍ରାପ୍ତି

ପ୍ରାପ୍ତି

1 min
78

ଏ କେଉଁ ପ୍ରାପ୍ତି ଲୁହରେ ଭିଜିଛି

କେଉଁ ଆବେଗରେ

କେଉଁ ଆତ୍ମତୃପ୍ତି

କେଉଁ ଆଶାରେ

କେଉଁ ଉନ୍ମାଦନାରେ

ସ୍ପୃହା ମରିଯାଏ

ବଞ୍ଚିବାର ମୋହ ତୁଟିଯାଏ

ଅକାରଣରେ

ସତେ ଯେମିତି

ଶ୍ରୀହୀନ ଲାଗୁଛି

ଧରଣୀଟା

ସୁନ୍ଦର ବୋଲି ଶୁଣିଥିଲି

ଏ କେଉଁ ପରିଣତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational