STORYMIRROR

Jogindra Panda

Inspirational

4  

Jogindra Panda

Inspirational

ପରାଙ୍ ମୁଖି ଛତ୍ ରା

ପରାଙ୍ ମୁଖି ଛତ୍ ରା

1 min
159


ନାଗ୍ ପଲାସି ଚାହାଲି ଦେଇ 

      ଢେଁଡ଼ୋ ପାଏସି ପାହାର 

ଲୁକ୍ ଲୁକ୍ ବଏଲେ ତୁଲିଆ ପାଟିନ

       ବିନ୍ ପଏସେ ବେପାର ।


ତର୍କୋ ତର୍କୋ କଁକରା ଚାଲି

       ଗେଁଡ଼ା ପଡ଼୍ ସି ଧରା

 ଘରେ ନାଇଁ ଧନ୍ କାଏଁ ଯେ କର୍ ସି

        ରଜାର୍ ଝି କେ ନୁରା ।


ଟାହି ଟାପ୍ ରା କେତେ ଜାନିଛେ

       ଗାଁ ଖୁଲି ଉଠୁଥିସି ପଡ଼ୁଥିସି 

ଘିଡ଼୍ ଘିଡ଼ି ପଡ଼୍ ଲେ ଜଏମୁନୀ ଜଏମୁନୀ

       ପୁଟାନୁ ଅଁତି ବାହାର୍ ସି ।


ବିହା ବେଲ୍ କେ ବାଏଗନ୍ ରୁଆ

        ଅଁତ୍ ରା ମୁତା କେତେ

 ଦୁଇ ମୁଠା ହାତ୍ କେ ଶୀତ୍ ନାଇଁନ 

        ଢାପି ହେଇଛେ ଏତେ ।


ପର୍ ବୁଧିଆ ପର୍ କୁତିଆ 

          ଲଁଦ୍ ଫଁଦିଁଆ ବୁଁଠି

ଜୁହା ପହରା ଇ କନ୍ ସେ କନ୍ 

       ଲଁମେଇଛେ କେଡ଼େ ଚୁଁଟି ।


ଠୁଁଠି କୁଏଡ଼୍ ଫଟାକୁଲା 

         ଦଦ୍ ରା କଁଥାର୍ ଅଁଠି

 ବଡ଼୍ ବଡ଼୍ ଗଲେନ ହଟି ଯେନ୍ ନ

         ଟିଁଚୋ ବେସାର ବାଟି ।


ସଲୁହା କୁମ୍ ନା ଉଁଜର୍ ଭିର୍ କା

          ଲାଠିର୍ କେଁଚୁଆ କୁଡ଼ା

ଟଏଁଟ୍ ଭିଡ଼ୁଛେ ପାଏନ୍ ନି ଢୁକ୍ ବାର୍

         ଇମା ଇବୁଆ ଘଡ଼୍ ଘଡ଼ା ।


ପରର୍ ଧନେ ବିକର୍ ମ ରଜା

          ଦିଁହେ ନାଇ ଲାଗେ ମଲି

କୁସ୍ କୁଦୋ ନାଇଁ ତତ୍ ଲା ନୁରୁଛେ

          ସଥେନ ଫଟା ଟିଙ୍ଗାଲି ।


କର୍ କରିଆ ଶିକାର୍ ତୁନ୍

        ଡେବ୍ ରି ହାଁଥେ ଉଇଲ୍ ଢେଁଟି

ଦିନ୍ ଶୁନ୍ ନାଇଁ ବଜାର୍ ବୁଲା

        ଚିକନ୍ ଚାକନ୍ ପେଁଠି ।


କେତେ ବଖାନ୍ ବ ବୁଁଧୁ ଟିପିକେ

        ଟୁଁଡ଼୍ କେ ଅଥା ଲାଗ୍ ସି

ବେଲ୍ ବୁଡ଼ାକ ଚଖ୍ ନା ଧରି 

        ଢକୋ ଢକୋ ମାର୍ ସି ।


ଏବ୍ କେ ଏବ୍ କେ ଫୁନ୍ ଗୁଟେ ଧରି

       ଟହଲୁଛେ ଗାଁ ସାରା

କମାଉ ଥାଉନ୍ ମା ବୁଆ ତାର୍

       ପୁଷୁ ଥାଉନ୍ ଗଖା ଧଁଗ୍ ରା ।


କହେଲେ ବଲ୍ ସି ମେଛା ମଲ୍ କାଇ

       ହବେ ତୋର୍ କାଣା ଗଲା

କେତେ ବଲ୍ ସନ୍ କାଏଁ ଯଉଛେ ଆମର୍

       ପରର୍ ଟା ଟୁପ୍ କଲା ।


ହେଲେ ଭି ତ ମୁନୁଷ୍ ପିଲାଟେ

        ଚିଆଁସି ଟିକେ ଘଡ଼େଛନେ

କହେଲେ ନାଇଁ ମାନ୍ ଲେ କାଁ କର୍ ମା

     ଯାହା ହେବା ହେଉ ତିନେ ।


ଯାର୍ କମାନି ସେ ଖାଏବା

      କାହାରି ନି ଯାଏ କିଛି 

ବର୍ କସ୍ ମନେ ଜନମ୍ ବେଲୁଁ

      ନୁକୋ କେ ଧର୍ ମା ବାଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational