STORYMIRROR

padmaja pati

Classics

3  

padmaja pati

Classics

ପର କଲମ ମୁଁ କହୁଛି

ପର କଲମ ମୁଁ କହୁଛି

1 min
185

ଉପର ଭାଇ ମୁଁ ଝର କଲମର ଭୁଲିଗଲ କି ମୋ ରାଜୁତି

ନ ପିଇ ନାଲିଆ, ନେଳିଆ କାଳିରେ ବୁଡ଼ ମାରୁଥିଲି ନିତି I

ଦୁଆତଟା ଥିଲା ମୋର ସହଚର କାଗଜ ଉପରେ ଲେଖି

କଥା ଉପକଥା ଦେଉଥିଲି ଭେଟି ଯାହା ତୁମ ମନଲାଖି I

ଆଜି ହୋଇଗଲି ସାତପର କିଆଁ? ସତେକି ଦେଲ ପାଶୋରି

କଲମରେ ନିବ୍ ଲାଗିବା ଆଗରୁ ତା ' ଜାଗା ଥିଲି ଆବୋରି I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics