STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ପଣତ କାନୀ

ପଣତ କାନୀ

1 min
13K


ତା ପାଖେ ବି ଅଛି ପଣତ କାନୀ

ଯଦିଓ ସେ ଜଣେ ମଣିଷ ନୁହେଁ।

ନିଜ ପର ଅବା ଜାତି ଅଜାତି

ତୂଳିିିବା ତିଆରି ଧରମ ନୁହେଁ।

ମମତା ପଣରେ ବାଣ୍ଟି ଥାଏ ସିଏ

ବାତ୍ସଲ୍ୟ ସ୍ନେହର ଶ୍ରାାବଣୀଧାରା

ମଣିଷ ପାଖରେ ଖୋଜି ବସିଲେ ବି

ମିଳେ ନାହିଁ ସେହି ପ୍ରେମ ନିଆରା।


Rate this content
Log in

Similar oriya poem from Abstract