Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.5  

Pranati Panda

Inspirational

ପଣତ କାନି

ପଣତ କାନି

1 min
196



ପଣତ କାନିଟା ନାରୀ ସ୍ୱାଭିମାନ

    ଯୁଗେ ଯୁଗେ ବନ୍ଦନୀୟା ,

ଓଢଣି ରୂପରେ ନାରୀ ସୁନ୍ଦରତା

     ସୁହାଗିନୀ ପୁଣ୍ୟତୟା ।


ମାଆର ପବିତ୍ର  ମମତା ପବିତ୍ରେ

     ଆଶିଷ ବରଷି ଥାଇ ,

ପ୍ରିୟାର ପଣତ  ପ୍ରୀତି ବିଜଡ଼ିତ

      ଅବଗୁଣ୍ଠନର ଛାଇ ।


ନାରୀର ପଣତ ମର୍ଯ୍ୟାଦାର ଚିହ୍ନ

      ସବୁ ସମ୍ପତ୍ତିଠୁ ଶ୍ରେଷ୍ଠ ,

ମହିୟସୀ ନାରୀ ପଣତ କାନିକୁ

      କୋଟି କୋଟି ଦଣ୍ଡବତ ।


ନାରୀ ପଣତର  ମର୍ଯ୍ୟାଦା ରଖିବା

      ନ ହେବା କେବେ କୁଣ୍ଠିତ ,

ଦେବୀ ମାଆ ଙ୍କ'ର ପଣତର ତଳେ

     ସଭିଏଁ ଆମେ ଆଶ୍ରିତ ।


Rate this content
Log in

Similar oriya poem from Inspirational