Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ପଙ୍କଜା

ପଙ୍କଜା

1 min
200



ବସୁମତୀ ଆସିଛନ୍ତି :-

ଅର୍ଘ୍ୟଥାଳିର ଅଳଙ୍କରଣରେ

ଆତ୍ମୀୟ ସ୍ଵଜନଙ୍କ ଅନ୍ତର୍ଦାହ

ନବପଲ୍ଲବିତ ଦୁର୍ବାଦଳର ଶ୍ୟମଳିମାରେ

ବସୁମତୀ ଆସନ୍ତି :-

ଅନନ୍ତ ଯୌବନା ମୌସୁମୀର ଲୁଚକାଳି ଖେଳରେ

ଦୁଃଖ, ଦାରିଦ୍ର୍ୟ, ଅଭାବ ଅନାଟନର କଷାଘାତରେ

ଦୃଢ ସଂକଳ୍ପ, ଉଚ୍ଚବୀଳାଷ ଓ ଆତ୍ମ ଅଭିମାନର ଗୌରବୋଜ୍ଜ୍ଵଳ ଇତିହାସରେ

ବସୁମତୀ ଆସୁଛତି :- ଶୋକ, କୋହ, କାରୁଣ୍ୟର ପରିବେଷ୍ଟନୀରେ

ସର୍ବତ୍ର ପରିବ୍ୟାପ୍ତ ଏକ ଖାଁ ଖାଁ ଭାବରେ

ଜ୍ଞାତି କୁଟୁମ୍ଭଙ୍କ ଅନତୀଦୀର୍ଘ ଆତ୍ମନିରୀକ୍ଷଣରେ

ବସୁମତୀ ଆସିବେ :- କୋଇଲିର କୁହୁତାନରେ-ଝରାଶେଫାଳିର ମୃଣ୍ମୟୀ ମାୟାରେ

ଅଭିଶପ୍ତ ଗନ୍ଧର୍ବର ଅନ୍ତରଙ୍ଗ ଅସହାୟତାରେ

ଯକ୍ଷପ୍ରଶ୍ନର ପ୍ରହେଳିକା ଓ ଅବୋଲକରା କାହାଣୀରେ

ସର୍ବୋପାରି:-ସାଧବ ବୋହୂର ସୌନ୍ଦର୍ଯ୍ୟ ସିକ୍ତ ଭିନ୍ନ ଏକ ଶ୍ରାବଣୀ କବିତାରେ ।।


Rate this content
Log in

Similar oriya poem from Abstract