STORYMIRROR

sumita behera

Romance

2  

sumita behera

Romance

ପଲକ

ପଲକ

1 min
298


ସଜେଇ ରଖିବି

ପଲକେ ତୁମକୁ

ମୁକ୍ତା ବିନ୍ଦୁ ପରି ଝଲସୁଥିବ,

ବେଳ ଆବେଳରେ

ଚମକି ନୟନେ

ଅସ୍ତିତ୍ବକୁ ଜାହିର କରୁଥିବ।



Rate this content
Log in

Similar oriya poem from Romance