STORYMIRROR

Sanjay Kumar Behera

Abstract Classics Inspirational

4  

Sanjay Kumar Behera

Abstract Classics Inspirational

ପଖାଳ ଦିବସ

ପଖାଳ ଦିବସ

1 min
101

ବଡ଼ିଚୁରା ଶାଗଭଜା ବାଇଗଣ ଚଟୁନି 

ପ୍ଲେଟକଡରେ ଥିଲେ ଚୁନା ମାଛଭଜା

ବୁନ୍ଦେ ଗୁଣ୍ଡିପିଆଜ ଆଉ ଲୁଣଲଙ୍କା 

ଲାଗଇ ପକାଳ ଖାଇବାର ମଜ୍ଜା।


ବିଦେଶୀ ଖାଇବା ଯେତେ ଖାଉଥିଲେ

ତାସାଙ୍ଗେ ନୁହଁଇସରି ପଖାଳର ମଜ୍ଜା

ପେଟେ ପଡିଗଲେ ପଖାଳ ତୋରାଣୀ

ଦେହ ମନ ହୋଇଯାଏ ଭାରିତାଜା ।


ଧନବାନ ସିନା ଗୋଟିଏ ଦିବସ

ପଖାଳଖାଇ ହରଷେ କହେ ବଢିଆ

ହେଲେ ଗରିବ ଲୋକପାଇଁ ନିଇତି 

ସକାଳ ପଖାଳରେ ହୁଏ ଜଳଖିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract