Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar Behera

Inspirational Others

3  

Sanjay Kumar Behera

Inspirational Others

ମହାଦେବଙ୍କ ପାଇଁ

ମହାଦେବଙ୍କ ପାଇଁ

1 min
4



ପଦ୍ମାସିନସ୍ଥ ହସ୍ତେ ଦଣ୍ଡ ତ୍ରିଶୂଳ

ନାଗରାଜ ତୁମ୍ଭ ଗଳାରେ ମାଳ

ନେତ୍ର ମୂଜ୍ଜଳ ଜଟାଧାରୀ ଚନ୍ଦ୍ରଶେଖର 

ବୃଷବ୍ଧଜ ନୀଳକଣ୍ଠ ପାର୍ବତୀଙ୍କ ବର ।

ତୁମ୍ଭେ କାରକ ତୁମ୍ଭେ କାରଣ

ମସ୍ତକେ ଗଙ୍ଗାଙ୍କୁ କରିଛ ଧାରଣ ।

ଆଜ୍ଞା ହେଲେ ପ୍ରଭୁ ତୁମ୍ଭର

ମଳୟ ବୋହେ ପ୍ରବଳ ନିଦାଘର ।

ସକଳ ଜନେ ତୁମ୍ଭେ ବିଦ୍ୟମାନ

ସ୍ଵୟଂ ନାରାୟଣ ସ୍ତୁତି କରନ୍ତି ଗାନ ।

ଦେବଙ୍କର ଦେବ ତୁମ୍ଭେ ମହାଦେବ 

ତୁମ୍ଭ ଚରଣେ ଅଜ୍ଞାନିକୁ ଶରଣ ଦେବ ।

କପେଲେଶ୍ୱର ତୁମ୍ଭେ ଗଣେଶଙ୍କ ତାତ

ଭକତିରେ ଡାକିଲେ ତୁମ୍ଭେ ହୂଆ ଉପସ୍ଥିତ ।

ମୁହିଁ ଅଜ୍ଞାନୀ ମୂରୁଖ ଦୀନହୀନ

ଜାଣି ନାହିଁ କିପରି କରିବି ତୁମ୍ଭ ବର୍ଣ୍ଣନ ।

ଭୁଲ ଥିଲେ ଅପରାଧ କରିବେ ମାର୍ଜନ

ତୁମ୍ଭ ଚରଣେ ସଦାଥାଉ ମୋ ମନପ୍ରାଣ ।



Rate this content
Log in

Similar oriya poem from Inspirational